ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଶାବେରୀ ହଷ୍ଟେଲରେ ଅଗ୍ନିକାଣ୍ଡ, ବିଭିନ୍ନ ଆସବାବପତ୍ର ନଷ୍ଟ
ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଶାବେରୀ ହଷ୍ଟେଲରେ ଅଗ୍ନିକାଣ୍ଡ । ଶାବେରୀ ହଷ୍ଟେଲର ୨ଟି ରୁମରେ ନିଆଁ ଲାଗିଥିବା ସୂଚନା । ରୁମରେ ନିଆଁ ଲାଗି ବିଭିନ୍ନ ଆସବାବପତ୍ର ନଷ୍ଟ । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରୀ ।