ଖୋର୍ଦ୍ଧା : ଯାଆଁଳା ନିକଟରେ ପ୍ଲାଷ୍ଟିକ କମ୍ପାନୀରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଖୋର୍ଦ୍ଧା (କେନ୍ୟୁଜ୍) : ଭୁବନେଶ୍ୱର ଉପକଣ୍ଠ ଯାଆଁଳା ନିକଟରେ ଥିବା ପ୍ଲାଷ୍ଟିକ କମ୍ପାନୀରେ ଅଗ୍ନିକାଣ୍ଡ । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରାଯାଉଛି । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ନିଆଁ ଗୋଟିଏ ଦୋକାନରୁ ଅନ୍ୟ ଦୋକାନକୁ ବ୍ୟାପିବାରେ ଲାଗିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ।

fire

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.