ଆରମ୍ଭରୁ ବିଭ୍ରାଟ, ନନ୍ଦନକାନନ ଟୟ ଟ୍ରେନରେ ଲାଗିଲା ନିଆଁ

ଭୁବନେଶ୍ବର(କେନ୍ୟୁଜ୍):  ନନ୍ଦନକାନନରେ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ୩୦ ପର୍ଯ୍ୟଟକ । ଆଜି ଅପରାହ୍ନରେ ଟୟ ଟ୍ରେନ୍‌ ଭିତରେ ନିଆଁ ଲାଗିଯାଇଥିଲା । ଇଞ୍ଜିନ ପାଖ ବେଟ୍ରି ଷ୍ଟୋରରୁ ହଠାତ ଧୂଆ ବାହାରିଥିଲା ।

ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନକୁ ସୁରକ୍ଷିତ ଭାବେ ଷ୍ଟେସନ ପର୍ଯ୍ୟନ୍ତ ଅଣାଯାଇଥିଲା । ଫଳରେ ବଡ ଧରଣର ବିପଦ ଟଳିଛି । ମରାମତି ପେରେ ପୁଣି ଟୟ ଟ୍ରେନ୍‌ ସ୍ୱଭାବିକ ଭାବେ ଚାଲିବ ବୋଲି ନନ୍ଦନକାନର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.