ବାଲେଶ୍ବର ମେମୁ ପାସେଞ୍ଜର ଟ୍ରେନରେ ନିଆଁ, ଅଳ୍ପକେ ବର୍ତ୍ତିଗଲେ ଶତାଧିକ ଯାତ୍ରୀ

ବାଲେଶ୍ଵର(କେନ୍ୟୁଜ୍):  ପାସେଞ୍ଜର ଟ୍ରେନରେ ନିଆଁ । ଭଦ୍ରକ- ଖଡଗପୁର ମେମୁ ଟ୍ରେନରେ ନିଆଁ । ଅଳ୍ପକେ ବର୍ତ୍ତିଗଲେ ଶତାଧିକ ଯାତ୍ରୀ । ବାଲେଶ୍ୱର ବାହାନଗା ପୂର୍ବରୁ ଟ୍ରେନରେ ଲାଗିଲା ନିଆଁ । ଟ୍ରେନ ଚାଲୁଥିବା ବେଳେ ପଛବଗିରେ ଅଗ୍ନିକାଣ୍ଡ । ଜରୁରୀକାଳୀନ ପରିସ୍ଥିତିରେ ବାହାନଗା ଷ୍ଟେସନରେ ଅଟକିଲା ଟ୍ରେନ୍ । ସମସ୍ତ ଯାତ୍ରୀ ସୁରକ୍ଷିତ ।

Leave A Reply

Your email address will not be published.