ଭୁବନେଶ୍ବର : ବରମୁଣ୍ଡା ନିକଟସ୍ଥ ରୁଚିକା ମାର୍କେଟରେ ନିଆଁ, ଦୁଇଟି ଦୋକାନ ଜଳିପୋଡି ପାଉଁଶ

ଭୁବନେଶ୍ବର : ବରମୁଣ୍ଡା ନିକଟସ୍ଥ ରୁଚିକା ମାର୍କେଟ୍ ଭେଣ୍ଡି ଜୋନରେ ନିଆଁ। ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ ।