ଜୟପୁରରେ ପୋଲିସ-ଅପରାଧୀ ଗୁଳିବିନିମୟ, ପୋଲିସ ଉପରକୁ ୨ ରାଉଣ୍ଡ ଗୁଳି ଚାଳନା କରି ଦୁର୍ବୃତ୍ତ ଫେରାର

ଜୟପୁର(କେନ୍ୟୁଜ୍) : ଜୟପୁରରେ ପୋଲିସ-ଅପରାଧୀ ଗୁଳିବିନିମୟ। ପୋଲିସ ଉପରକୁ ୨ ରାଉଣ୍ଡ ଗୁଳି ଚାଳନା କରି ଦୁର୍ବୃତ୍ତ ଫେରାର।

gun ଗତକାଲି ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ ବେଳେ ଲୋକାଲ ହସ୍ପିଟାଲ ଛକର ଏହି ଗୁଳିକାଣ୍ଡ ଘଟିଛି। ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ କରିଛି ପୋଲିସ। ତେବେ କାହାରି କୌଣସି କ୍ଷତି ହୋଇନାହିଁ। ଜୟପୁର ଟାଉନ୍‌ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.