ରାତି ଅଧରେ ରାଜଧାନୀରେ ଗୁଳିମାଡ଼, ଯୁବକ ଆହତ

ଭୁବନେଶ୍ୱର: ରାତି ଅଧରେ ରାଜଧାନୀରେ ଗୁଳିମାଡ଼। ଖଣ୍ଡଗିରି ଥାନା ଅଧୀନସ୍ଥ ଡୁମଡୁମା ଅଞ୍ଚଳରେ ଜଣେ ଯୁବକକୁ ଗୁଳିମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳି ମାଡ଼ ହୋଇଥିବା ସୂଚନା। ଯୁବକର ମୁଣ୍ଡରେ ଗୁଳି ବାଜିଥିବା ଜଣାଯାଇଛି। ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।

You might also like