Categories: ରାଜ୍ୟ

ଗଞ୍ଜାମ: ସିଙ୍ଗପୁର ଗାଁରେ ଦାଦାବଟିକୁ କେନ୍ଦ୍ର କରି ଗୁଳିମାଡ

ଗଞ୍ଜାମ(କେନ୍ୟୁଜ୍): ଦାଦାବଟିକୁ କେନ୍ଦ୍ର କରି ଗୁଳିମାଡ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସିଙ୍ଗପୁର ଗାଁରେ ତେଜରାତି ବ୍ୟବସାୟୀ ସୁଶାନ୍ତ କୁମାର ପାତ୍ରଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଗୁଳିମାଡ କରିଥିବା ସେହି ଗାଁର ଜଣେ ଯୁବକ। ଗତକାଲି ରାତିରେ ସୁଶାନ୍ତ ଦୋକାନରେ ଥିବାବେଳେ ଯୁବକ ଜଣକ ଆସି ବଟି ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକ ଜଣକ ବନ୍ଧୁକ ବାହାର କରି ସୁଶାନ୍ତଙ୍କ ଉପରକୁ ଗୁଳି କରିଥିଲେ। ତାଙ୍କୁ ସାଙ୍ଗେ ସାଙ୍ଗେ ଛତ୍ରପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଯୁବକ ଜଣକ ଘଟଣା ପରେ ଫେରାର ହୋଇଯାଇଥିବାବେଳେ ପୋଲିସ ସିଙ୍ଗିପୁର ଗାଁରେ ପହଞ୍ଚି ତଦନ୍ତ କରୁଛି।

KNews Bureau

Recent Posts

ସୁଶାନ୍ତ ସିଂ ରାଜପୁତଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀରେ ଦେଖନ୍ତୁ କିଛି ଖାସ ଫଟୋ, ଥିଲେ ସର୍ବଗୁଣ ସମ୍ପର୍ଣ୍ଣ

ଜୁନ୍ ୧୪,୨୦୨୦ ରେ ୩୪ ବର୍ଷ ବୟସରେ ସୁଶାନ୍ତ ସିଂ ରାଜପୁତ ହଠାତ୍ ଏହି ଦୁନିଆକୁ ବିଦାୟ ଦେଇଥିଲେ ।…

2 mins ago

ପ୍ରକୃତି କୋଳରେ ଶୋଭା ପାଉଛି କୃଷ୍ଣଚୂଡ଼ା, ନାଲି ରଙ୍ଗରେ ସଜେଇ ହୋଇଛି ଧରଣୀ ରାଣୀ

କଣ୍ଟାମାଳ(କେନ୍ୟୁଜ): କୃଷ୍ଣଚୂଡ଼ାର ନାଲି ରଙ୍ଗରେ ବେଶ ଶୋଭାପାଉଛି ପ୍ରକୃତି । ଗ୍ରୀଷ୍ମର ତାତି ସହ ସୂର୍ଯ୍ୟର ପ୍ରଖର କିରଣରେ ଝଟକୁଛି…

11 mins ago

ଭାରତ ବ୍ୟତୀତ ଏହିସବୁ ଦେଶର ମହିଳାମାନେ ବି ପିନ୍ଧନ୍ତି ଶାଢ଼ୀ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଶାଢ଼ୀ ଭାରତୀୟ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ବସ୍ତ୍ର । ଭାରତର ପ୍ରାୟ ଅଧିକାଂଶ ମହିଳା ଶାଢ଼ୀ ପିନ୍ଧନ୍ତି । ଭାରତ…

17 mins ago

ନୀତା ଅମ୍ବାନୀଙ୍କ ଘରର ସୌନ୍ଦର୍ଯ୍ୟ ବଢ଼ାଇବ ଓଡ଼ିଶାର ତାଳଗଛ

ପୁରୀ : ଓଡ଼ିଶାରୁ ଅମ୍ବାନୀଙ୍କ ଘରକୁ ଯିବ ତାଳଗଛ । ନିତା ଅମ୍ବାନୀଙ୍କ ବାସ ଭବନରେ ହୁଏତ ଏହି ଗଛ…

22 mins ago

ବିହାର ବିଜୁଳି ବିଭାଗରେ ୨୬୧୦ ପଦବୀ ଖାଲି, ଦରମା ୫୮,୬୦୦ ଟଙ୍କା

ବିହାର ଷ୍ଟେଟ ପାଓ୍ଵର ହୋଲିଡିଂ କମ୍ପାନୀ ଲିମିଟେଡରେ ୨ ହଜାରରୁ ଅଧିକ ପଦବୀ ଖାଲିପଡିଛି । ଆବେଦନ କରିବା ପାଇଁ…

29 mins ago

ଜିଓ ଦେଉଛି ୨୮ ଦିନ ପାଇଁ ବଢ଼ିଆ ପ୍ଲାନ, ମିଳିବ ୬ GBର ଏକ୍ସଟ୍ରା ଡାଟା

ରିଲାଏନ୍ସ ଜିଓ ନିଜର ପ୍ରିପେଡ୍, ପୋଷ୍ଟପେଡ୍ ଏବଂ ବ୍ରଡବ୍ୟାଣ୍ଡ ୟୁଜରଙ୍କ ପାଇଁ ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ୍‌ ଆଣିଥାଏ ।…

1 hour ago