ଢେଙ୍କାନାଳ: ତାଳବାହଳସ୍ଥିତ ଟାଟାଷ୍ଟିଲ ନିକଟରେ ଗୁଳିକାଣ୍ଡ, ଜଣେ ଗୁରୁତର

ଢେଙ୍କାନାଳ(କେନ୍ୟୁଜ୍): ମେରାମଣ୍ଡଳୀର ତାଳବାହଳସ୍ଥିତ ଟାଟାଷ୍ଟିଲ ପାଚେରୀ କଡ଼ରେ ଗୁଳିକାଣ୍ଡ । ଘଟଣା ସ୍ଥଳରେ ଜଣେ ଗୁରୁତର । ଗୁଳିକାଣ୍ଡର କାରଣ ଏଯାବତ ଅସ୍ପଷ୍ଟ ରହିଛି । ଗୁରତର ଜଣକ ବିହାର ଅଂଚଳର ରବି ସିଂ ବୋଲି ଜଣାପଡିଛି । ଗୁରୁତରଙ୍କୁ ଅନୁଗୋଳ ମୁଖ୍ୟଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.