ଚୀନ୍‌ରୁ ସିଧା ସଳଖ ଭୁବନେଶ୍ୱର ଆସିଛି ଅକ୍ସିଜେନ୍‌ ସିଲିଣ୍ଡର, ଦେଶରେ ପ୍ରଥମ ଘଟଣା

କେନ୍ୟୁଜ୍(ବ୍ୟୁରୋ):  ଚୀନ୍‌ରୁ ଆସିଲା ଅକ୍ସିଜେନ୍‌ ସିଲିଣ୍ଡର। ଚୀନ୍‌ରୁ ପ୍ରଥମ ଥର ଭୁବନେଶ୍ୱର ଆସିଛି ଅକ୍ସିଜେନ୍‌ ସିଲିଣ୍ଡର। ଚୀନ୍‌ରୁ ଅକ୍ସିଜେନ୍‌ ସିଲିଣ୍ଡର ଆସିବା ଦେଶରେ ପ୍ରଥମ। ଅକ୍ସିଜେନ୍‌ ଅଭାବରୁ କେହି ଅସୁବିଧାରେ ନ ପଡ଼ନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହାନ୍ତି । ଏନେଇ ସୂଚନା ଦେଇଛନ୍ତି WODC ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.