ବାର୍‌ରେ ବିଏମସି କର୍ମଚାରୀଙ୍କୁ ଲିଫ୍‌ଟରେ ଅଟକ ରଖିବା ଘଟଣା, ୫ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର ଚନ୍ଦ୍ରଶେଖରପୁର ‘ଉପରେ’ ବାର୍‌ରେ ବିଏମସି କର୍ମଚାରୀଙ୍କୁ ଲିଫ୍‌ଟରଜଣଙ୍କୁ ଗିରଫ କଲା କମିଶନରେଟ  ପୋଲିସ । ଗତକାଲି ରାତିରେ ‘ଉପରେ’ ବାର୍‌ରେ ବିଏମସି ଚଢାଉ କରିଥିଲା । ଏହି ସମୟରେ ବିଏମସି ଜୋନାଲ ଡେପୁଟି କମିଶନର ଓ କର୍ମଚାରୀଙ୍କୁ ଲିଫ୍‌ଟରେ ଅଟକ ରଖାଯାଇଥିଲା। ଏହି ଘଟଣାରେ ଆଜି ୫ ଜଣଙ୍କୁ ଗିରଫ କରାଯାଇଛି।