ଶ୍ୱାସରୋଗୀଙ୍କ ପାଇଁ ଭେଣ୍ଟିଲେଟରର ବିକଳ୍ପ ଭାବେ ବବଲ୍‌ ହେଲମେଟ୍‌ ଶ୍ୱାସନର ଉଦ୍ଭାବନ କଲେ ଭୁବନେଶ୍ୱର ଆଇଆଇଟିର ୫ ଛାତ୍ର

ଭୁବନେଶ୍ୱର : ଶ୍ୱାସଜନିତ ରୋଗରେ ପୀଡିତଙ୍କ ପାଇଁ ଜରୁରୀକାଳୀନ ପରିସ୍ଥିତିରେ ଭେଣ୍ଟିଲେଟରର ବିକଳ୍ପ ସ୍ୱରୂପ ପୋର୍ଟବଲ ହେଲମେଟ୍‌ । ଏହାକୁ ପ୍ରସ୍ତୁତ କରିଛନ୍ତି ଭୁବନେଶ୍ୱର ଆଇଆଇଟିର ୫ଜଣ ଛାତ୍ର । ଯାହାର ନା ରଖିଛନ୍ତି ବବଲ୍‌ ହେଲମେଟ୍‌ ଶ୍ୱାସନର । ୫ ଛାତ୍ରଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଛାତ୍ର ଅନନ୍ୟ ସେନାପତି ଅଛନ୍ତି। ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭଞ୍ଜନଗର ରିପୋର୍ଟର ରତ୍ନାକର ସାହୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.