ରାୟଗଡ଼ା : ପାଇଖାନା ଟାଙ୍କିରେ ଗଲା ଜୀବନ, ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୪ ଜଣ ମୃତ

ରାୟଗଡ଼ା (କେନ୍ୟୁଜ୍) : ଶ୍ୱାସରୁଦ୍ଧ ହୋଇ ଗଲା ଜୀବନ। ପାଇଖାନା ଟାଙ୍କିରେ ପଡି ୫ ଜଣଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ବିଷମକଟକ ବ୍ଲକ ଦୁର୍ଗି ପାଇକସାହିରେ ଏହି ଅଘଟଣ ଘଟିଛି । ପ୍ରଥମେ ଟାଙ୍କିରୁ ପାଣି କାଢିବାକୁ ଯାଇ ଜଣେ ଖସି ପଡିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.