ଭୁବନେଶ୍ୱର : କୋଲକାତା ଗଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ । ଭୁବନେଶ୍ବର ବଦଳରେ ଭୁନେଶ୍ବରରେ ଲ୍ୟାଣ୍ଡିଂ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ। ଭୁବନେଶ୍ବରରେ ପ୍ରବଳ ବର୍ଷା ଯୋଗୁଁ ବିମାନଟି ଭୁନେଶ୍ବରରେ ଅବତରଣ କରିପାରନିଥିଲା । ଭୁବନେଶ୍ବର ପରିବର୍ତ୍ତେ କୋଲକାତାରେ ହେଲା ଲ୍ୟାଣ୍ଡିଂ। ଦିଲ୍ଲୀରୁ ଭୁବନେଶ୍ବର ଫେରୁଥିଲେ ମୋହନ ମାଝୀ।
ଆହୁରି ପଢ଼ନ୍ତୁ : କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର, ପତ୍ର ଉପରେ GST ୫%କୁ ହ୍ରାସ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ