ଅପରେସନ ସିନ୍ଦୂର: ଭୁବନେଶ୍ବର ବିମାନବନ୍ଦରରେ ଉଡ଼ାଣ ପ୍ରଭାବିତ, ୨ଟି ବିମାନ ବାତିଲ

ଭୁବନେଶ୍ୱର : ଅପରେସନ ସିନ୍ଦୂର ପରେ ଦେଶରେ ହାଇ ଆଲର୍ଟ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ବିମାନ ବନ୍ଦରରୁ ୨ ଟି ବିମାନର ଉଡାଣ ବାତିଲ୍ କାରହଇଛି । ଭୁବନେଶ୍ଵରରୁ ହିନ୍ଦନ ଗାଜିଆବାଦକୁ ବିମାନ ଉଡାଣ ବାତିଲ୍‌ ହୋଇଛି । ପଶ୍ଚିମ ପ୍ରାନ୍ତକୁ ଉଡାଣ କଟକଣା ଥିବା ବାତିଲ ହୋଇଥିବା କହିଛନ୍ତି ନିର୍ଦେଶକ ।  ଭୁବନେଶ୍ଵର ପାଟ୍‌ନା ଦେଇ ଚଣ୍ଡିଗଡ ଯାଉଥିବା ବିମାନ ମଧ୍ୟ ବାତିଲ ହୋଇଛି । ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏନେଇ ସୂଚନା ଦେଇଛନ୍ତି।

 

 

ଆହୁରି ପଢ଼ନ୍ତୁ :  ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ: ସମ୍ବଲପୁର ବିଧାୟକ