ବାହ୍ୟ ଜଗତରୁ ବିଛିନ୍ନ ବଡମ୍ବା ପ୍ରସିଦ୍ଧ ମାଆ ଭଟ୍ଟାରିକାଙ୍କ ପୀଠ, ମନ୍ଦିର ସହ ଭଜନ ମଣ୍ଡପରେ ୧୦ ଫୁଟର ପାଣି ପ୍ରବାହିତ

ନରସିଂହପୁର(କେନ୍ୟୁଜ୍): ବାହ୍ୟ ଜଗତରୁ ବିଛିନ୍ନ ବଡମ୍ବା ପ୍ରସିଦ୍ଧ ମାଆ ଭଟ୍ଟାରିକାଙ୍କ ପୀଠ। ମନ୍ଦିର ସହ ଭଜନ ମଣ୍ଡପରେ ପ୍ରବାହିତ ହେଉଛି ୧୦ ଫୁଟର ପାଣି। ମା ଭଟ୍ଟାରିକାଙ୍କ ଗମ୍ଭୀରା ଭିତରେ ପଶିଛି ମହାନଦୀର ବନ୍ୟାଜଳ ।

ତେଣୁ ରତ୍ନଗିରି ପର୍ବତରେ ଥିବା ମାଙ୍କ ଅସ୍ଥାୟୀ ଗମ୍ଭୀରାକୁ ମାଆଙ୍କର ଚଳନ୍ତି ପ୍ରତିମାକୁ ସ୍ଥାନାନ୍ତର କରାଯାଇଛି । ପ୍ରତିମା ସ୍ଥାନାନ୍ତର କରିଛନ୍ତି ସେବାୟତ । ଅସ୍ଥାୟୀ ଗମ୍ଭୀରାରେ ମାଆଙ୍କର ପୂଜାର୍ଚନା ରୀତିନୀତି ଅନୁସାରେ ସମାପନ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.