ବଲାଙ୍ଗିର : ବଲାଙ୍ଗିରରେ ମାତିଛନ୍ତି ହାତୀପଲ । ବଙ୍ଗୋମୁଣ୍ଡାର ରାଜରାସ୍ତାରେ ଘୁରି ବୁଲୁଛନ୍ତି ହାତୀପଲ । ଜିଲ୍ଲାରେ ୯୦ଟିକିଆ ହାତୀପଲ ପ୍ରବେଶ କରିଥିବା ବନବିଭାଗ ସ୍ପଷ୍ଟ କରିଛି । ବଙ୍ଗୋମୁଣ୍ଡାରେ ହାତୀପଲ ଲୋକଙ୍କୁ ନାକେଦମ କଲେଣି । ରାତିରେ ଲୋକେ ଘରୁ ନବାହାରିବାକୁ ବନବିଭାଗ ସଚେତନ କରିଛି । ହାତୀ ଓ ମଣିଷକୁ ସୁରକ୍ଷିତ ରଖିବାକୁ ବନ ବିଭାଗର ପ୍ରୟାସ ଜୋରଦାର ।
Also Read : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁପ୍ତ ନୀତି, ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ