୨୯ରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଆସନ୍ତା ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । ସାମସ୍‌ ପୋର୍ଟାଲରେ ଅନ୍‌ ଲାଇନ୍‌ରେ ଆବେଦନ । ଜୁନ୍‌ ୨୦ ଯାଏଁ ଚାଲିବ ଆବେଦନ । ଜୁନ୍‌ ୨୮ରେ ପ୍ରକାଶ ପାଇବ ପ୍ରଥମ କଟ ଅଫ ତାଲିକା । ଜୁନ ୨୯ରୁ ୫ ଜୁଲାଇ ପ୍ରଥମ ପର୍ଯ୍ୟାୟ ନାମଲେଖା । ଜୁଲାଇ ୨୯ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ । 