କେନ୍ୟୁଜ୍(ବ୍ୟୁରୋ): ପୂର୍ବତନ ଭିଜିଲାନ୍ସ DSP ହିମାଂଶୁ ଶେଖର ମିଶ୍ରଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା ନିର୍ଦେଶ ଦେଲେ ରାଜ୍ୟ ମାନବାଧିକାର ଆୟୋଗ । ମିଥ୍ୟା ଲାଞ୍ଚ କାରବାର ଅଭିଯୋଗରେ ଗିରଫ କରାଇଥିବା ଅଭିଯୋଗ ଥିଲା ତାଙ୍କ ନାମରେ ।
ସୂଚନା ମୁତାବକ ୨୪ ମାର୍ଚ୍ଚ ୨୦୧୭ରେ ମିଥ୍ୟା ଲାଞ୍ଚ କାରବାରରେ ଢେଙ୍କାନାଳ କାମାକ୍ଷାନଗର NACର JEଙ୍କୁ ଗିରଫ କରି JEଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଥିଲେ ହିମାଂଶୁ। ଏହି ଗିରଫଦାରି ବିରୋଧ କରି OHRC ଯାଇଥିଲେ JE ରାଜେନ୍ଦ୍ର ପ୍ରସାଦ ମିଶ୍ର। ଆଜି ଶ୍ରୀଯୁକ୍ତ ମିଶ୍ରଙ୍କ ମମଲାର ବିଚାର କରି OHRC ଏହି ରାୟ ଦେଇଛନ୍ତି।
ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…
ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…
ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…
ନୟାଗଡ଼ (କେନ୍ୟୁଜ୍) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…
କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…