EDରେ ହାଜର ହେଲେ ପୂର୍ବତନ IFS ଅଭୟକାନ୍ତ ପାଠକ

ଭୁବନେଶ୍ବର(କେନ୍ଯୁଜ୍): EDରେ ହାଜର ହେଲେ ପୂର୍ବତନ IFS ଅଭୟକାନ୍ତ ପାଠକ। ଅଭୟକାନ୍ତଙ୍କୁ ପୂର୍ବରୁ ମଧ୍ୟ ଜେରା କରିଥିଲା ED । ଆଜି ED କାର୍ଯ୍ୟାଳୟରେ ଅଭୟକାନ୍ତଙ୍କୁ EDର ତିନିଜଣିଆ ଅଧିକାରୀ ଜେରା କରୁଛନ୍ତି ।

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅଭୟକାନ୍ତ ପାଠକ ଗିରଫ ହୋଇଥିଲେ । ବେଆଇନ ଅର୍ଥ କାରବାର ନେଇ ED ଖୋଳତାଡ଼ ଖୋଳତାଳ ଚଳାଇଛି । ପୂର୍ବରୁ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କୁ ED ଜେରା କରି ଅନେକ ତଥ୍ୟ ପାଇଥିଲା । ତାକୁ ଭିତ୍ତିକରି ପୁଣି ଥରେ ଅଭୟକାନ୍ତ ପାଠକଙ୍କୁ ଜେରା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.