କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ

ଭବାନୀପାଟଣା  : କଂଗ୍ରେସ ଛାଡିଲେ ଦୁଷ୍ମନ୍ତ ନାୟକ । ଭବାନୀପାଟଣା ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ କଂଗ୍ରେସ ଛାଡିଲେ । ପିସିସି ସଭାପତିଙ୍କ ପାଖକୁ ସେ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଛନ୍ତି ଦୁଷ୍ମନ୍ତ । ଜୁଲାଇ ୧୩ରେ ବିଜେଡିରେ ଯୋଗଦେବେ ଦୁଷ୍ମନ୍ତ । ସ୍ଥାନୀୟ ଅଞ୍ଚଳର ଉନ୍ନତି ପାଇଁ ବିଜେଡିରେ ଯୋଗଦେବେ ବୋଲି ସେ କହିଛନ୍ତି । ଏ ନେଇ କଳିଙ୍ଗ ଟିଭିକୁ ସୂଚନା ଦେଇଛନ୍ତି ଦୁଷ୍ମନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.