ସହଯୋଗର ହାତ ବଢ଼ାଇଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ମେଡିକାଲକୁ ଯାଇପାରୁନଥିବା ରୋଗୀଙ୍କ ପାଇଁ କଲେ ଆମ୍ବୁଲାନ୍ସର ବ୍ୟବସ୍ଥା

କଟକ: ରୋଗରେ ପୀଡିତ ଥିବା ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ଯେଉଁ ରୋଗୀ ସେବା ପାଇପାରୁ ନାହାନ୍ତି, ସିଧାସଳଖ ତାଙ୍କୁ ଯୋଗାଯୋଗ କରିବା ପାଇଁ ସେ ପେପରରେ ବିଜ୍ଞାପନ ଦେଇଛନ୍ତି। ଏହା ଫଳରେ ଯେଉଁ ରୋଗୀ ମେଡିକାଲକୁ ଯାଇପାରୁ ନାହାନ୍ତି, ତାଙ୍କ ପାଇଁ ପୂର୍ବତନ ବିଧାୟକ ଦୁଇଟି ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି। ଏଭଳି ସେବାକୁ ସମସ୍ତେ ବେଶ୍‌ ପ୍ରଶଂସା କରିଛନ୍ତି।

You might also like