ରାସ୍ତାରେ ଗାଡ଼ି ଅଟକାଇ ଲୁଟ୍‌ କରୁଥିବା ବେଳେ ୪ଡକାୟତଙ୍କୁ ଗିରଫ କଲା ତାଳଚେର ପୋଲିସ୍

ତାଳଚେର : ରାସ୍ତାରେ ଗାଡ଼ି ଅଟକାଇ ଲୁଟ୍‌ କରୁଥିବା ବେଳେ ୪ଡକାୟତଙ୍କୁ ଗିରଫ କଲା ତାଳଚେର ପୋଲିସ । ତାଙ୍କ ନିକଟରୁ ୨୧ହଜାର ଟଙ୍କା ସହ ଭୁଜାଲି ଓ କାତି ଜବତ ହୋଇଛି ।

ଅଭିଯୁକ୍ତ ହେଲେ ସତ୍ୟଜିତ ନାଏକ, ଆନନ୍ଧ ନାଏକ, ବବୁଲ ବେହେରା ଏବଂ ଚନ୍ଦନ ପାତ୍ର । ତାଳଚେର ଥର୍ମାଲ ସାପ୍ତାହିକ ହାଟକୁ ପରିବା କିଣିବା ପାଇଁ ଆସୁଥିବା ବେଳେ କଣ୍ଢାଳ ନିକଟ ତାରିଣୀ ମନ୍ଦିର ପାଖରେ ଲୁଟ୍‌ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.