ଓଡ଼ିଶାରେ ଚିହ୍ନଟ ହେଲେ ଚତୁର୍ଥ କରୋନା ଆକ୍ରାନ୍ତ, ଦୁବାଇ ଫେରନ୍ତା ହେଉଛନ୍ତି ଭଦ୍ରକର ଲୋକ

କେନ୍ୟୁଜ(ବ୍ୟୁରୋ):ଚିହ୍ନଟ ହେଲେ ଚତୁର୍ଥ କରୋନା ଆକ୍ରାନ୍ତ, ଟ୍ୱିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ । ବ୍ୟକ୍ତି ଜଣକ ୨୯ ବର୍ଷ ବୟସ୍କ ଓ ସେ ଭଦ୍ରକ ଜିଲ୍ଲାର ବୋଲି ଜଣା ପଡ଼ିଛି । ବ୍ୟକ୍ତି ଜଣକ ନିକଟରେ ଦୁବାଇରୁ ଫେରିଥିବାର ସୂଚନା ରହିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.