EOW ହାତରେ ଠକ LIC ଏଜେଣ୍ଟ: ମୃତ ବ୍ୟକ୍ତିଙ୍କ ନାଁରେ ବୀମା କରି ଉଠାଇଛନ୍ତି କୋଟିଏରୁ ଅଧିକ ଟଙ୍କା

ଭୁବନେଶ୍ବର(କେନ୍ଯୁଜ୍): EOW ହାତରେ ଠକ LIC ଏଜେଣ୍ଟ । ମୃତ ବ୍ୟକ୍ତିଙ୍କ ନାମରେ ବୀମା କରି LIC ଏଜେଣ୍ଟ ଗିରଫ। ଖୋର୍ଦ୍ଧା LIC କାର୍ଯ୍ୟାଳୟର ଏଜେଣ୍ଟ କବିରାଜ ବେହେରାଙ୍କୁ ଗିରଫ କଲା EOW ।

୨୦୦୫ରୁ ୨୦୦୯ ଭିତରେ ୪ ମୃତ ବ୍ୟକ୍ତିଙ୍କ ନାଁରେ ୨୩ଟି ବୀମା କରି ୧ କୋଟି ୧୮ ଲକ୍ଷ ଟଙ୍କା ଉଠାଇନେଇଥିବା ଅଭିଯୋଗ ହୋଇଛି । ଜାଲ କାଗଜପତ୍ର ତିଆରି କରି ଟଙ୍କା ହଡପ୍‌ ହୋଇଛି । ଅଭିଯୁକ୍ତକୁ ଖୋର୍ଦ୍ଧା କୋର୍ଟରେ ହାଜର କରାଯାଇଥିବା EOW ଏସ୍‌ପି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.