ପ୍ରସିଦ୍ଧ କାଳୀପୂଜା ନେଇ ଚଳଚଞ୍ଚଳ ଯାଜପୁର ସହର

ଯାଜପୁର (କେନ୍ୟୁଜ୍) : ପ୍ରସିଦ୍ଧ କାଳୀପୂଜା ନେଇ ଚଳଚଞ୍ଚଳ ସହର। ବିଭିନ୍ନ ପୂଜା କମିଟି ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଛି। ଦୁଇଦିନ ପରେ ବର୍ଷା କମିଥିବାରୁ ସାଜସଜ୍ଜାକୁ ତ୍ୱରାନ୍ଵିତ କରିଛନ୍ତି କମିଟି ସଦସ୍ୟ। ସହରରେ ପ୍ରାୟ ୫୦ରୁ ଅଧିକ ମେଢ ହେଉଥିବା ବେଳେ ବିଭିନ୍ନ ମଣ୍ଡପରେ ଲକ୍ଷ୍ମୀନାରାୟଣ ଓ ମା କାଳୀଙ୍କୁ ମୃର୍ଣ୍ଣୟୀ ମୂର୍ତ୍ତି ପୂଜା ପାଇଥାନ୍ତି। ସହରବାସୀ ଏହାକୁ ଭରପୁର ମଜା ଉଠାଇବେ ବୋଲି ଆଶା ରଖିଛନ୍ତି ବିଭିନ୍ନ ପୂଜା କମିଟି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.