ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ପରଲୋକ

ଗଜପତି: ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ପରଲୋକ । ଆଜି ସକାଳ ପ୍ରାୟ ୫ଟାବେଳେ  ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲରେ ତାଙ୍କର ଚିକିତ୍ସାଧିକ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେ ଗଜପତି ଜିଲ୍ଲାର ଛେଳିଗଡ ପ୍ରକଳ୍ପର ଜମୀ ଅଧିଗ୍ରହଣ ଦାୟିତ୍ବରେ ଥିଲେ । ବର୍ତ୍ତମାନ କରୋନା ମହାମାରୀ ରୋକିବାକୁ ସରକାରୀ ପ୍ରୟାସରେ ଏକ ପ୍ରମୁଖ ଯୋଦ୍ଧା ଭାବେ ଗଜପତି ଜିଲ୍ଲା ସ୍ତରୀୟ ଆର୍. ଶିତାପୁର ସ୍ଥିତ କୋଭିଡ୍ ଚିକିତ୍ସା କେନ୍ଦ୍ରର ଦାୟିତ୍ବରେ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.