ବରଗଡ ନିଶାମଣୀ ପଡିଆରେ ୩ହଜାର ଛାତ୍ରଛାତ୍ରୀ ଏକାଠି ଗୀତ ଗାଇ ପାଳିଲେ ଉତ୍ସବ

ବରଗଡ: ସାରା ରାଜ୍ଯ ଏବଂ ଦେଶରେ ଗାନ୍ଧୀ ଜୟନ୍ତୀକୁ ନେଇ ଉତ୍ସାହର ମାହୋଲ୍ । ଏହି ଅବସରରେ ବରଗଡ ଜିଲ୍ଲାର ଗାଁ ଠାରୁ ସହର ସବୁଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଛି ।  ନିଶାମଣୀ ପଡିଆରେ ୩ହଜାର ଛାତ୍ରଛାତ୍ରୀ ଏକା ସାଙ୍ଗରେ ଗୀତ ବୋଲି ଗାନ୍ଧୀ ଜୟନ୍ତୀ ପାଳନ କରିଛନ୍ତି । ରଘୁପତି ରାଘବ ରାଜା ରାମ, ବୈଷ୍ଣବ ଜନ.. ଆଦି ଗାନ୍ଧୀଙ୍କର ପ୍ରିୟ ଗୀତ ସବୁ ଏକସଂଗେ ପିଲାମାନେ ଗାଇଥିଲେ । ଏହି ଅବସରରେ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିବା ସହ ଏଭଳି ଆୟୋଜନକୁ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.