ଲମତାପୁଟ ନିକଟ ସଗର ଛକରୁ ୨୨ଲକ୍ଷ ଟଙ୍କାର ଗଂଜେଇ ଜବତ, ୪ ଜଣ ଗିରଫ

କୋରାପୁଟ(କେନ୍ଯୁଜ୍): ଲମତାପୁଟ ନିକଟ ସଗର ଛକରୁ ବିପୁଳ ପରିମାଣର ଗଂଜେଇ ଜବତ। ଆନ୍ଧ୍ର ସୀମାନ୍ତ ପାଡେର ଅଂଚଳରୁ ମଧ୍ୟପ୍ରଦେଶକୁ ଚୋରା ଚାଲାଣବେଳେ ସଗର ଛକରୁ ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ ।

୨ଟି ଗାଡିରୁ ୨କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇର ଆନୁମୂନିକ ମୂଲ୍ୟ ୨୨ଲକ୍ଷ ଟଙ୍କା ହେବ । ୭ଟି ମୋବାଇଲ ଫୋନ ସହ ୪ ଜଣଙ୍କ ଗିରଫ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.