ଜନସାଧାରଣଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁରୋଧ: କହିଲେ କ୍ୱାରେଣ୍ଟାଇନ୍‌ ସେଣ୍ଟରଠାରୁ ଦୂରରେ ରୁହନ୍ତୁ, ସମସ୍ତ ଫେରନ୍ତା ହଟ୍‌ ସ୍ପଟ୍‌ ଅଞ୍ଚଳରୁ ଆସୁଛନ୍ତି

ଗଞ୍ଜାମ: ଗଞ୍ଜାମରେ କୋକୁଆ ଭୟ । ଆଜି ହଠାତ୍ ୨୧ ପଜିଟିଭ ଚିହ୍ନଟ ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ । କ୍ୱାରେଣ୍ଟାଇନ୍‌ ସେଣ୍ଟର ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି ଗଂଞ୍ଜାମ ଜିଲ୍ଲାପାଳ । ଓଡ଼ିଆ ଫେରନ୍ତା ହଟ୍‌ ସ୍ପଟ୍‌ ଅଞ୍ଚଳରୁ ଆସୁଛନ୍ତି । ପ୍ରଶାସନ ‘ସେମାନଙ୍କର ଉଚିତ ଯତ୍ନ ନେଇଛି । କେବଳ ଅଧିକୃତ ବ୍ୟକ୍ତି ସଂଗରୋଧ କେନ୍ଦ୍ରକୁ ଯିବେ ବୋଲି ପ୍ରଶାସନ ସ୍ୱଷ୍ଟ କରିଛି । ସେହିପରି ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବା ଉପରେ ଯୋର ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.