ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍: ୬ କର୍ମଚାରୀ ଅସୁସ୍ଥ, ୪ ଗୁରୁତରଙ୍କ ଭିତରୁ ୨ମୃତ

ରାଉରକେଲା : ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ । ଗ୍ୟାସ୍‌ ଲିକ୍‌ ହୋଇ ୬ ଜଣ କର୍ମଚାରୀ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେମାନଙ୍କ ଭିତରୁ ୨ଜଣଙ୍କର ମୃତ୍ଯୁ ହୋଇଛି।

ଅସୁସ୍ଥ ୪ କର୍ମଚାରୀଙ୍କୁ IGHରେ ଭର୍ତ୍ତି କରାଯାଇଛି । କୋଲ୍‌ କେମିକାଲ୍‌ ଡିପାଟମେଣ୍ଟରେ ଗ୍ୟାସ୍‌ ଲିକ୍‌ ହେଉଛି । ତେବେ ଗ୍ୟାସ୍‌ ଲିକ୍‌ର କାରଣ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.