ଗୁଜୁରାଟି ଝିଅକୁ ପ୍ରଥମେ ପ୍ରେମ ପରେ ଧୋକା, ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ଭଞ୍ଜନଗର(କେନ୍ଯୁଜ୍): ଗୁଜୁରାଟି ଝିଅକୁ ପ୍ରଥମେ ପ୍ରେମ ଓ ପରେ ଧୋକା ଦେଇ ପ୍ରେମିକ ଫେରାର । ନ୍ୟାୟ ପାଇଁ ମହିଳା ଗୃପ୍‌ ସଦସ୍ୟଙ୍କ ସହଯୋଗରେ ପ୍ରେମିକ ଘର ଆଗରେ ଧାରଣା । ଗଞ୍ଜାମ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗାଁର ଘଟଣା ।

ଗାଁର ଜଣେ ଯୁବକ ସୁରଟର ଏକ ସୁତାକଳରେ କାମ କରୁଥିବା ବେଳେ ଜଣେ ଗୁଜୁରାଟି ଝିଅଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା । ପରୋ ଯୁବକ ଜଣକ ମିଛ କହି ଗାଁକୁ ଆସିବା ପରେ ଯୁବତୀଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ କରିଥିଲେ । ସେପଟେ ଘଟଣା ପରେ ଅଭିଯୁକ୍ତ ପ୍ରେମିକ ଓ ପରିବାର ଫେରାର ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.