କମିଲା ସୁନା ଦର

ଖୁସିଖବର । କମିଲା ସୁନା ଏବଂ ରୂପା ଦର । ସୁନା ଦର ୧୦୦ ଟଙ୍କା କମିଛି । ଯାହା ଫଳରେ ୧୦ ଗ୍ରାମ୍ ସୁନା ଦର ଏବେ ହୋଇଛି ୩୧୨୫୦ ଟଙ୍କା । ସେହିପରି ରୂପା ଦର କମି କିଲୋଗ୍ରାମ୍ ପିଛା ହୋଇଛି ୩୭୭୦୦ଟଙ୍କା । ତେବେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସୂନା ଏବଂ ରୂପା ଦରରେ ହ୍ରାସ ଗ୍ରାହକଙ୍କ ମନରେ ଖୁସି ଆଣିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.