ବଲାଙ୍ଗୀର ୱେସ୍କୋ ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍, ସୁନା ବିସ୍କୁଟ ସହ ନଗଦ ୧୬ ଲକ୍ଷ ଟଙ୍କା ଜବତ

ବଲାଙ୍ଗୀର : ଆକାଉଣ୍ଟାଣ୍ଟଙ୍କ ଘରୁ ସୁନା ବିସ୍କୁଟ ଜବତ । ଭିଜିଲାନ୍ସ ଜାଲରେ ବଲାଙ୍ଗୀର ୱେସ୍କୋ ଆକାଉଣ୍ଟାଣ୍ଟ । ୱେସ୍କୋ ଆକାଉଣ୍ଟାଣ୍ଟ ବିଭୂତି ଶଙ୍କର ବିନ୍ଧାଣୀଙ୍କ ଘରେ ଭିଜିଲାନ୍ସ ରେଡ୍‌ ।

ଚଢାଉ ବେଳେ ସୁନା ବିସ୍କୁଟ ସହ ନଗଦ ୧୬ ଲକ୍ଷ ଟଙ୍କା ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.