ଏଥର ସବୁ ଶନିବାର ଛୁଟି ରହିବ ସରକାରୀ ଅଫିସ୍

ଭୁବନେଶ୍ବର: ଏଥର ସବୁ ଶନିବାର ଛୁଟି ରହିବ ସରକାରୀ ଅଫିସ୍ । ବାକି ସବୁ ଦିନ ଟ୍ବିନ୍ ସିଟିରେ ସବୁ ସରକାରୀ ଅଫିସ୍ ଖୋଲା ରହିବ । ହେଲେ ୫୦% କର୍ମଚାରଙ୍କୁ ନେଇ କାମ ହେବ ।

ଗ୍ରୁପ୍ A ଅଧିକାରୀମାନେ ଅଫିସ୍ ଆସିବା ସହ କେଉଁ କର୍ମଚାରୀମାନେ କେବେ ଆସିବେ ତାହା ଜଣାଇବେ । ଏହାବ୍ଯତିତ ଏସଆରସି ଅଫିସ୍, ଓସଡମା,ପୋଲିସ୍,ଅଗ୍ନିଶମ ବିଭାଗ,ସ୍ବାସ୍ଥ୍ଯ ବଭାଗ, ପୌରସଂସ୍ଥା ଆଦି ସମସ୍ତ କର୍ମଚାରୀଙ୍କୁ ନେଇ କାର୍ଯ୍ଯ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.