୧୦ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର, ନୂଆ ରୂପ ନେବ ବରମୁଣ୍ଡା ବସ୍ଷ୍ଟାଣ୍ଡ
ଭୁବନେଶ୍ବର(କେନ୍ୟୁଜ୍): ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ ମୋହର।
-ବରମୁଣ୍ଡା ବସ୍ଷ୍ଟାଣ୍ଡ ଟେଣ୍ଡରକୁ କ୍ୟାବିନେଟ୍ର ଅନୁମୋଦନ ମିଳିଛି ।
-ନିର୍ମାଣ ହେବ ଗୋଟେ ଟର୍ମିନାଲ ।
-୧୭ ଏକର ଜାଗାରେ ନିର୍ମାଣ ହେବ ବସ୍ଷ୍ଟାଣ୍ଡ ।
-୨ ବର୍ଷ ମଧ୍ୟରେ ଶେଷ ହେବ ବସଷ୍ଟାଣ୍ଡ କାର୍ଯ୍ୟ।
-୬୦ ଲକ୍ଷ ଟନ୍ ଧାନ ସଂଗ୍ରହ କରିବାର ଲକ୍ଷ୍ୟ ରହିଛି।
-ବିଶେଷକରି ୧୬୦କୋଟି ଟଙ୍କା ବ୍ୟୟରେ ଉନ୍ନତୀକରଣ ହେବ ଭୁବନେଶ୍ୱର ବସ୍ଷ୍ଟାଣ୍ଡ।