ବରଗାଡ଼ି ସଜେଇବାର ନୂଆ ଢଙ୍ଗ, ଫୁଲ କି ପତ୍ର ନୁହେଁ ଚିପ୍ସ ପ୍ୟାକେଟରେ ସଜେଇ ହୋଇଛି ଗାଡ଼ି, ଆପଣବି ଦେଖନ୍ତୁ

ଢେଙ୍କାନାଳ(କେନ୍ୟୁଜ): ନିଆରା ବର ଗାଡି। ଫୁଲ କି ପତ୍ର ନୁହେଁ ଚିପ୍ସ ପ୍ୟାକେଟରେ ସଜେଇ ହୋଇଛି ବରଗାଡ଼ି। ଲେଜ୍‌ , କୁର୍‌କୁରେ ଓ ବିଭିନ୍ନ ପ୍ରକାରର ଚିପ୍ସ ପ୍ୟାକେଟରେ ବର ଗାଡି ସଜା ଯାଇଛି। ଯିଏବି ରାସ୍ତାରେ ଯାଉଥିଲା କିଛି ସମୟ ପାଇଁ ଏହି ଗାଡିକୁ ଦେଖିବାକୁ ଅଟକିଯାଉଥିଲେ। ଢେଙ୍କାନାଳ ସହର ଦୋଳମଣ୍ଡପ ସାହିରେ ଦେଖିବାକୁ ମିଳିଛି ଏହି ବର ଗାଡ଼ି।

Leave A Reply

Your email address will not be published.