ବରଗାଡ଼ି ସଜେଇବାର ନୂଆ ଢଙ୍ଗ, ଫୁଲ କି ପତ୍ର ନୁହେଁ ଚିପ୍ସ ପ୍ୟାକେଟରେ ସଜେଇ ହୋଇଛି ଗାଡ଼ି, ଆପଣବି ଦେଖନ୍ତୁ

ଢେଙ୍କାନାଳ(କେନ୍ୟୁଜ): ନିଆରା ବର ଗାଡି। ଫୁଲ କି ପତ୍ର ନୁହେଁ ଚିପ୍ସ ପ୍ୟାକେଟରେ ସଜେଇ ହୋଇଛି ବରଗାଡ଼ି। ଲେଜ୍‌ , କୁର୍‌କୁରେ ଓ ବିଭିନ୍ନ ପ୍ରକାରର ଚିପ୍ସ ପ୍ୟାକେଟରେ ବର ଗାଡି ସଜା ଯାଇଛି। ଯିଏବି ରାସ୍ତାରେ ଯାଉଥିଲା କିଛି ସମୟ ପାଇଁ ଏହି ଗାଡିକୁ ଦେଖିବାକୁ ଅଟକିଯାଉଥିଲେ। ଢେଙ୍କାନାଳ ସହର ଦୋଳମଣ୍ଡପ ସାହିରେ ଦେଖିବାକୁ ମିଳିଛି ଏହି ବର ଗାଡ଼ି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.