ସମ୍ବଲପୁରରେ ଜିଏସଟି ଚଢାଉ, କୋଟି କୋଟି ଟଙ୍କା ଜିଏସଟି ଫାଙ୍କିବା ଅଭିଯୋଗ

ସମ୍ବଲପୁର : ସମ୍ବଲପୁରରେ ଜିଏସଟି ଚଢାଉ । କାମଲି ବଜ଼ାରରେ ଥିବା ଏକ କପଡା ହୋଲସେଲ ଗୋଦାମରେ ଜିଏସଟି ରେଡ । କୋଟି କୋଟି ଟଙ୍କା ଜିଏସଟି ଫାଙ୍କିବା ଅଭିଯୋଗରେ ଚଢାଉ ହୋଇଛି ।  ଦୀର୍ଘଦିନ ହେବ କପଡା ହୋଲସେଲ ଦୋକାନୀ ଜିଏସଟି ଫାଙ୍କୁଥିବା ନେଇ ଅଭିଯୋଗ ହୋଇଥିଲା । ଏଜେନ୍ସିର ୫ଟି ସ୍ଥାନରେ ୧୫ ଜଣିଆ ଟିମ ଚଢ଼ାଉ କରିଥିଲେ । ରେଡରେ ସିଟି ଜିଏସଟି ବିଭାଗର ବହୁ ଅଧିକାରୀ ସାମିଲ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like