ବଙ୍ଗୋମୁଣ୍ଡା ଜୟ ବଜରଙ୍ଗବଲି ରାସନ ଦୋକାନରେ ଜିଏସ୍‌ଡି ଚଢାଉ

କଣ୍ଟାବାଞ୍ଜି(କେନ୍ୟୁଜ୍):ବଙ୍ଗୋମୁଣ୍ଡା ଜୟ ବଜରଙ୍ଗବଲି ରାସନ ଦୋକାନରେ ଜିଏସ୍‌ଡି ଚଢାଉ । ଟିକସ ଫାଙ୍କୁଥିବା ଅଭିଯୋଗରେ ବଲାଙ୍ଗିର ଜିଏସଟି ଟିମ ପକ୍ଷରୁ ଚଢାଉ କରାଯାଇଛି । ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଛି ।

ବଜରଙ୍ଗବଲି ରାସନ ଷ୍ଟୋର ବିଭିନ୍ନ ସାମଗ୍ରୀ ହୋଲସେଲିଙ୍ଗ କରୁଥିବା ବେଳେ ଜିଏସଟି ଫାଙ୍କୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଚଢାଉ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.