ଧନତେରସରେ ସୁନା ଦୋକାନରେ ରେଡ୍

ସମ୍ବଲପୁର : ଧନତେରସରେ ସୁନା ଦୋକାନରେ ରେଡ୍ । ଜିଏସଟି ଫାଙ୍କିବା ଅଭିଯୋଗରେ ସମ୍ବଲପୁର ମାରୱାଡି ପଡାର ତୁଲଶ୍ୟାନ ସୁନା ଦୋକାନରେ ରେଡ୍ ହେଉଛି  l  ଦୋକାନ ସମେତ ଘର ଓ ୱାର୍କସପରେ ଚାଲିଛି ରେଡ  l  ଅନେକ କାଗଜ ପତ୍ର ଜବତ କରି ଏହାର ଯାଞ୍ଚ କରୁଛି ଜିଏସଟି ବିଭାଗ  l

\

You might also like