ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ପଳାଶୁଣୀରେ ସିରିଜ ଦୁର୍ଘଟଣା ମାମଲାରେ ହାଇୱା ଡ୍ରାଇଭର ସୌଭାଗ୍ୟ ରଂଜନ ପାତ୍ର ଗିରଫ । ଆଜି ସକାଳେ ତାକୁ ଖୋର୍ଦ୍ଧା ବେଗୁନିଆରୁ ଗିରଫ କରାଯାଇଛି । ଘଟଣାଦିନ ଅସାବଧାନତା, ବେପରୁଆ ଗାଡ଼ି ଚାଳନା ଯୋଗୁ ସିରିଜ ଦୁର୍ଘଟଣା ଘଟିଥିଲା । ହାଇୱାରେ ୬ ଟନରୁ ଅଧିକ ଲୋଡ ସାମଗ୍ରୀ ଥିଲା ।
ଓଭର ଲୋଡିଂ ମଧ୍ୟ ଗାଡ଼ି ଭାରସାମ୍ୟ ହରାଇଥିବା କୁହାଯାଉଛି । ଗତ ୪ ତାରିଖରେ ପଳାଶୁଣୀ ଛକରେ ୪ଟି ଗାଡିକୁ ଧକ୍କା ଦେଇଥିଲା ହାଇଓ୍ଵା ଟ୍ରକ୍ । ୩ଟି କାର ଓ ଗୋଟିଏ ବାଇକକୁ ଚାପି ଦେଲା ହାଇଓ୍ଵା ଟ୍ରକ୍ । ଘଟଣାସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ହୋଇଛି । ୩ଜଣ ଗୁରୁତର ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଘଟଣାରେ ଅଭିଯୁକ୍ତ ହାଇୱା ଡ୍ରାଇଭରକୁ ଆଜିି ପୋଲିସ ଗିରଫ କରିଛି ।
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…