ରାଜଧାନୀରେ ପୁଣି ଚାଞ୍ଚଲ୍ୟ: ଶିଖରଚଣ୍ଡୀ ପାହାଡ ତଳୁ ଯୁବକଙ୍କ ଅଧାପୋଡା ମୃତଦେହ ଉଦ୍ଧାର

ଭୁବନେଶ୍ବର(କେନ୍ୟୁଜ୍‌): ରାଜଧାନୀରେ ପୁଣି ଚାଞ୍ଚଲ୍ୟ। ଶିଖରଚଣ୍ଡୀ ପାହାଡ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର। ଅଧାପୋଡା ମୃତଦେହକୁ ଉଦ୍ଧାର କରିଛି ଇନଫୋସିଟି ଥାନା ପୋଲିସ। ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ମୃତ ଯୁବକ ନନ୍ଦନକାନନ ଥାନା ଅନ୍ତର୍ଗତ ବାଲିପଡ଼ାର ଅବିନାଶ ପ୍ରଧାନ। ମୃତକଙ୍କ ପରିବାର ଲୋକଙ୍କୁ ପୋଲିସ ପଚରାଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.