ଭୁବନେଶ୍ୱର ୧୦୮ ହନୁମାନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ

ଭୁବନେଶ୍ୱର (କେନ୍ୟୁଜ୍) : ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଭୁବନେଶ୍ୱର ୧୦୮ ହନୁମାନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ମନ୍ଦିର ପରିସରରେ ବହୁ ଭକ୍ତ ଏକାଠି ହୋଇ ୧୦୮ ହନୁମାନ ଚାଳିଶା ପାଠ କରିବା ସହ ଫୁଲ-ଫଳ ଅର୍ପଣ କରି ମହାବୀରଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ହନୁମାନ ଚାଳିଶା ପାରୟଣ, ପ୍ରବବନ ସହ ପ୍ରସାଦ ସେବନର କାଯ୍ୟକ୍ରମ ମଧ୍ୟ ରହିଛି ।