କ୍ଷୀର ଟ୍ୟାଙ୍କରକୁ ଧକ୍କା ଦେଲା ହାଇୱା, ଜଣେ ଆହତ

ସାଲେପୁର: କ୍ଷୀର ଟ୍ୟାଙ୍କରକୁ ଧକ୍କା ଦେଲା ହାଇୱା ।  ସାଲେପୁର ଥାନା ବୋଦାମୁଣ୍ଡାଇ ଛକରେ ବାଲି ବୋଝେଇ ଏକ ହାଇୱା କ୍ଷୀର ଟ୍ୟାଙ୍କରକୁ ଧକ୍କା ଦେଇଛି  ।  ଏଥିରେ ହାଇୱା ଡ୍ରାଇଭର ଆହତ ହୋଇଥିବା ସୂଚନା ମିଳିଛି ।  ଦୁର୍ଘଟଣା ପରେ ଉଭୟ ଗାଡ଼ିର ଡ୍ରାଇଭର ଫେରାର ହୋଇଯାଇଥିଲେ ।  ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ କରୁଛି। ବାଲି ଚାଲାଣ ଉପରେ ଲାଗିଛି କଟକଣା ।  ହାଇୱାରେ ବେଆଇନ ଭାବେ ବାଲି ଚାଲାଣ କରାଯାଉଥିଲା ବୋଲି କୁହାଯାଉଛି ।

 

 

ଆହୁରି ପଢ଼ନ୍ତୁ : ପୁଣି ଭୁଶୁଡିଲା ଲାଲ୍ ଗଡ଼: ସର୍ଚ୍ଚ ଅପରେସନ ବେଳେ ୧୩ ମାଓବାଦୀ ଗିରଫ