ସ୍ୱାସ୍ଥ୍ୟ ବିଭାଗ ଜାରି କଲା ବର୍ତ୍ତମାନର କରୋନା ଅପଡେଟ, ଜାଣନ୍ତୁ ଆଜି କେତୋଟି ରକ୍ତ ନମୁନା ପରୀକ୍ଷା କରାଯାଇଛି ଓ କେତୋଟି ନେଗେଟିଭ ଆସିଛି

କେନ୍ୟୁଜ (ବ୍ୟୁରୋ): ସ୍ୱାସ୍ଥ୍ୟ ବିଭାଗ ଜାରି କଲା ବର୍ତ୍ତମାନର କରୋନା ଅପଡେଟ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩୯୫ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା ବେଳେ ସେଥିରେ ପଜେଟିଭଙ୍କ ସଂଖ୍ୟା ୨୦ରେ ସୀମିତ ରହିଛି। ଯେକୌଣସି ସ୍ୱାସ୍ଥ୍ୟ ସମ୍ପର୍କିତ ସହାୟତା ପାଇଁ ୧୦୪ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ।  କୋଭିଡ୍-୧୯ ସମ୍ବନ୍ଧୀୟ ସଦ୍ୟ ତଥ୍ୟ ନିମ୍ନରେ ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.