ଲକ୍‌ଡାଉନ୍‌ ସମୟରେ ସହାୟତା ପାଇଁ ହେଲ୍‌ପଲାଇନ୍‌ ନମ୍ବର ଜାରି, ଅସୁବିଧା ଥିଲେ ଡାଏଲ୍‌ କରନ୍ତୁ

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ ସହାୟତା ପାଇଁ ହେଲ୍‌ପଲାଇନ୍‌ ନମ୍ବର ଜାରି । କଟକ କମିଶନରେଟ୍‌ ପୋଲିସ ପକ୍ଷରୁ ସହାୟତା ନମ୍ବର ଜାରି କରାଯାଇଛି । ହେଲ୍‌ପ ଲାଇନ୍‌ ନମ୍ବର-୬୩୭୦୭୦୧୫୫୦କୁ ଡାଏଲ୍‌ କରି ସେବା ନେଇପାରିବେ ।

ଘରେ ବସି ବିବାହ ଅନୁମତିଠାରୁ ଆରମ୍ଭ କରି ଜରୁରୀ ଆବଶ୍ୟକତା ପାଇଁ କଲ୍‌ କରିପାରିବେ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂଙ୍କ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.