ବାଣୀବିହାର କ୍ୟାମ୍ପସ ମନ୍ଦିର ନିକଟରୁ ୮୦ ଲକ୍ଷ ଟଙ୍କାର ହେରୋଇନ ଜବତ, ବିକ୍ରି ପାଇଁ ଚାଲିଥିଲା ଡ଼ିଲ୍

ଭୁବନେଶ୍ୱର : ବାଣୀବିହାରରୁ ହେରୋଇନ ଜବତ । ଉତ୍କଳ ବିଶ୍ୱବିଦ୍ୟାଳୟ ଭିତରେ ଥିବା ଶିବ ମନ୍ଦିର ନିକଟରୁ ମିଳିଲା ହେରୋଇନ । ୮୦ ଲକ୍ଷ ଟଙ୍କାର ହେରୋଇନ ଜବତ ହୋଇଛି । ଛାତ୍ର ଛାତ୍ରୀଙ୍କୁ ବିକ୍ରି କରିବାକୁ ଡ଼ିଲ୍ ଚାଲିଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ୮୦ ଲକ୍ଷ ଟଙ୍କାର ହେରୋଇନ ଜବତ ହୋଇଛି ।