ରାଜ୍ୟରେ ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲ ମିଶ୍ରଣ ପ୍ରସଙ୍ଗ: ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

ଭୁବନେଶ୍ବର: ରାଜ୍ୟରେ ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲ ମିଶ୍ରଣ ପ୍ରସଙ୍ଗ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୨୦୨୦ ମାର୍ଚ୍ଚ ୧୧ରେ ନୋଟିଫିକେସନ କରିଥିଲେ ରାଜ୍ୟ ସରକାର । ୨୦ରୁ କମ୍‌ ପିଲା ଥିବା ସ୍କୁଲ ନିକଟସ୍ଥ ସ୍କୁଲର ମିଶିବାର ପ୍ରସ୍ତାବ ରହିଥିଲା ।

ଅନେକ ସ୍କୁଲ ମଧ୍ୟ ମିଶ୍ରଣ ହୋଇଥିଲା । ଏହାକୁ ହାଇକୋର୍ଟରେ ଚାଳେଞ୍ଜ କରି ଏକାଧିକ ମାମଲା ରୁଜୁ ହୋଇଥିଲା । ଜଷ୍ଟିସ ବି ଆର ଷଡଙ୍ଗୀଙ୍କ ଜଣିକିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଅନେକ ମାମଲା ରୁଜୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.