ଗୋଟିଏ ସ୍ଥାନରେ ହିନ୍ଦୁ ଓ ମୁସଲିମ୍ ପରମ୍ପରାର ବିବାହ ଉତ୍ସବ

ବ୍ରହ୍ମପୁର ଖାଜା ସାହିରେ ଗୋଟିଏ ସ୍ଥାନରେ ହିନ୍ଦୁ ରୀତିନୀତି ସହ ମୁସଲିମ୍‌ ପରମ୍ପରାରେ ବିହାର ଉତ୍ସବ। ଗଞ୍ଜାମ ମୁସଲିମ୍‌ କଲଚୁରାଲ ଆସୋସିଏସନ ତରଫରୁ ଆୟୋଜିତ ହୋଇଛି ଗଣ ବିବାହ ବା ଗଣ ନିକାହ ଉତ୍ସବ। ଗରିବ ପରିବାର ୯ ମୁସଲିମ ଓ ୩ ହିନ୍ଦୁ ଯୁବତୀଙ୍କ ବିବାହ ଏକ ସଙ୍ଗରେ ଅନୁଷ୍ଠିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.