ଭୌତିକ ଅଗ୍ନିକାଣ୍ଡ ? ଘଟୁଛି ୪ ଦିନରେ ଆପେଆପେ ଜଳିଗଲା ୫ଟି ଘର

ଆଳି (କେନ୍ୟୁଜ୍) : ଚାହୁଁ ଚାହୁଁ ଜଳିପୋଡି ପାଉଁଶ ହେଇଯାଉଛି ଘରଦ୍ୱାର। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଦୈତାରୀପୁର ଗାଁରେ ୪ ଦିନରେ ୫ଟି ଘରେ ଅଗ୍ନିକାଣ୍ଡ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗାଁଲୋକେ ପିଲାଛୁଆ ଧରି ଅନ୍ୟତ୍ର ପଳାଇ ଯାଉଛନ୍ତି। ଦୈତାରୀପୁର ଗାଁକୁ ଚାରିପଟୁ ନଦୀ ଘେରିରହିଥିବାବେଳେ ଦମକଳ ବାହିନୀ ପହଞ୍ଚି ପାରୁନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.